ଲୋଗୋ

ସ୍ୱାଗତମ୍

 ଆମ୍ଭମାନଙ୍କର ପ୍ରଭୁ ଏବଂ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅଦ୍ଵିତୀୟ ନାମରେ ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଆମର ଶାଲୋମ୍ ଟ୍ରଷ୍ଟ ୱେବସାଇଟ୍ କୁ ଆମେ ଆପଣଙ୍କୁ ସ୍ୱାଗତ କରୁଛୁ ଯାହା ଆମର ଅନୁଷ୍ଠାନର କାର୍ଯ୍ୟକଳାପକୁ ଉପସ୍ଥାପନ କରିବା ନିମନ୍ତେ ତିଆରି କରାଯାଇଛି ।  ଆମର ଲକ୍ଷ୍ୟ ଏହା ଯେ, ଆମ୍ଭମାଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚାରର ଶକ୍ତି ଦ୍ୱାରା ଭାଷା ସମ୍ପ୍ରଦାୟ ଗୁଡ଼ିକରେ ବସବାସ କରୁଥିବା ଲୋକମାନଙ୍କର ସର୍ବାଙ୍ଗିନ ବିକାଶ ହେଉ, ଯେପରି ପ୍ରତ୍ୟେକ ଲୋକ ଯୀଶୁଙ୍କୁ ପ୍ରଭୁ ଓ ଈଶ୍ଵର ବୋଲି ସ୍ଵୀକାର କରି ସେମାନଙ୍କର ଆଧ୍ୟାତ୍ମିକ ଏବଂ ସାମାଜିକ ବିକାଶ ହେଉ । ଆଶା ତଥା ବିଶ୍ଵାସ କରୁ ଯେ, ଆପଣ ଏହି ୱେବସାଇଟ୍ କୁ ପରିଦର୍ଶନ କରିବା ଦ୍ଵାରା ନିଜେ ଆଶିର୍ବାଦ ପାଇବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ଜାତି ନିକଟରେ ସୁସମଚାର ପହଞ୍ଚାଇବା ନିମନ୍ତେ ଆମ୍ଭମାନଙ୍କର ଦର୍ଶନ ସହିତ ଆପଣଙ୍କର ବହୁମୂଲ୍ୟ ପ୍ରାର୍ଥନା ଓ ସହଯୋଗ ପ୍ରଦାନ କରିବେ । 

ଆମର ସାଧାରଣ କାର୍ଯ୍ୟକଳାପ 

 

  • ସଚେତନତା କାର୍ଯ୍ୟକ୍ରମ

  • ଉଭୟ ଗ୍ରାମ ଏବଂ ବସ୍ତିରେ ଶିକ୍ଷାଦାନ (Tiution) କେନ୍ଦ୍ର 

  • ଯୁବ ଶିବିର

  • ବିଭିନ୍ନ ପ୍ରତିଯୋଗିତା

  • ଜାତୀୟ ପର୍ବ ପାଳନ

 

ଆମର ଆଧ୍ୟାତ୍ମିକ କାର୍ଯ୍ୟକଳାପ 

 

  • ସମସ୍ତ ଜାତି ନିକଟରେ ସୁସମାଚାର ପ୍ରଚାର 

  • ପାଳକୀୟ ସେବାକର୍ଯ୍ୟ 

  • ଶିଷ୍ୟତ୍ଵ ଗଠନ

  • ଉଦ୍ଦୀପନା ଓ ସୁସମାଚାର ସଭା 

  • ବାର୍ଷିକ ସଭା

 

                                        About Us

                                       Our Beliefs

                                        

Verse of the day

For such a High Priest was fitting for us, who is holy, harmless, undefiled, separate from sinners, and has become higher than the heavens; who does not need daily, as those high priests, to offer up sacrifices, first for His own sins and then for the people’s, for this He did once for all when He offered up Himself.

ଏବ୍ରୀ 7:26
ଆମ ବିଷୟରେ ଅନ୍ୟକୁ ଜଣାନ୍ତୁ

Your encouragement is valuable to us

Your stories help make websites like this possible.