ସ୍ୱାଗତମ୍
ଆମ୍ଭମାନଙ୍କର ପ୍ରଭୁ ଏବଂ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅଦ୍ଵିତୀୟ ନାମରେ ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଆମର ଶାଲୋମ୍ ଟ୍ରଷ୍ଟ ୱେବସାଇଟ୍ କୁ ଆମେ ଆପଣଙ୍କୁ ସ୍ୱାଗତ କରୁଛୁ ଯାହା ଆମର ଅନୁଷ୍ଠାନର କାର୍ଯ୍ୟକଳାପକୁ ଉପସ୍ଥାପନ କରିବା ନିମନ୍ତେ ତିଆରି କରାଯାଇଛି । ଆମର ଲକ୍ଷ୍ୟ ଏହା ଯେ, ଆମ୍ଭମାଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚାରର ଶକ୍ତି ଦ୍ୱାରା ଭାଷା ସମ୍ପ୍ରଦାୟ ଗୁଡ଼ିକରେ ବସବାସ କରୁଥିବା ଲୋକମାନଙ୍କର ସର୍ବାଙ୍ଗିନ ବିକାଶ ହେଉ, ଯେପରି ପ୍ରତ୍ୟେକ ଲୋକ ଯୀଶୁଙ୍କୁ ପ୍ରଭୁ ଓ ଈଶ୍ଵର ବୋଲି ସ୍ଵୀକାର କରି ସେମାନଙ୍କର ଆଧ୍ୟାତ୍ମିକ ଏବଂ ସାମାଜିକ ବିକାଶ ହେଉ । ଆଶା ତଥା ବିଶ୍ଵାସ କରୁ ଯେ, ଆପଣ ଏହି ୱେବସାଇଟ୍ କୁ ପରିଦର୍ଶନ କରିବା ଦ୍ଵାରା ନିଜେ ଆଶିର୍ବାଦ ପାଇବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ଜାତି ନିକଟରେ ସୁସମଚାର ପହଞ୍ଚାଇବା ନିମନ୍ତେ ଆମ୍ଭମାନଙ୍କର ଦର୍ଶନ ସହିତ ଆପଣଙ୍କର ବହୁମୂଲ୍ୟ ପ୍ରାର୍ଥନା ଓ ସହଯୋଗ ପ୍ରଦାନ କରିବେ ।
ଆମର ସାଧାରଣ କାର୍ଯ୍ୟକଳାପ
-
ସଚେତନତା କାର୍ଯ୍ୟକ୍ରମ
-
ଉଭୟ ଗ୍ରାମ ଏବଂ ବସ୍ତିରେ ଶିକ୍ଷାଦାନ (Tiution) କେନ୍ଦ୍ର
-
ଯୁବ ଶିବିର
-
ବିଭିନ୍ନ ପ୍ରତିଯୋଗିତା
-
ଜାତୀୟ ପର୍ବ ପାଳନ
ଆମର ଆଧ୍ୟାତ୍ମିକ କାର୍ଯ୍ୟକଳାପ
-
ସମସ୍ତ ଜାତି ନିକଟରେ ସୁସମାଚାର ପ୍ରଚାର
-
ପାଳକୀୟ ସେବାକର୍ଯ୍ୟ
-
ଶିଷ୍ୟତ୍ଵ ଗଠନ
-
ଉଦ୍ଦୀପନା ଓ ସୁସମାଚାର ସଭା
-
ବାର୍ଷିକ ସଭା
Verse of the day
“Thus says the Lord, the King of Israel, And his Redeemer, the Lord of hosts: ‘I am the First and I am the Last; Besides Me there is no God.
ଯୀଶାଇୟ 44:6